ଶଙ୍ଖବେଳା ନ୍ୟାୟ Ṡaṅkhabeḻā nyāya

  • ସଂ. ବି — ଯେଉଁଠାରେ ବେଳା ବିଶେଷରେ ଶଙ୍ଖ ଫୁଙ୍କିବାର ନିୟମ ଅଛି (ଆଜିକାଲି କେତେକ ସହରରେ ନିର୍ଦ୍ଦିଷ୍ଟ ବେଳାରେ ତୋପ ପଡ଼ିବା— ପରି), ସେଠାରେ ଶଙ୍ଖର ଧ୍ୱନି ଶୁଣିଲେ ସମୟ ନିରୂପଣ କରାଯିବାପରି ନ୍ଯାୟ — An analogy of a locality where the time of the day or night is known to the public by the blowing of a conch