ଶଙ୍ଖବଟୀ ରସ Ṡaṅkhabaṭī rasa
- ସଂ. ବି — ଶୂଳରୋଗନିବାରକ ବଟିକାବିଶେଷ — A kind of medicinal pill
- ସଂ. ବି — [ଦ୍ର—ଗୋଟିଏ ବଡ ଶଙ୍ଖକୁ ପୋଡ଼ି 10।12 ଟି ଲେମ୍ବୁ ରସରେ ଏହାକୁ ଥଣ୍ଡା କରାଯାଏ। ଏହି ଶଙ୍ଖର ଚୂର୍ଣ୍ଣରେ ଏକ ତୋଳା ତେନ୍ତୁଳିକ୍ଷାର, 5 ତୋଳା ସରଳ ଲବଣ, ଏକ ତୋଳା ସେନ୍ଧବ, ଏକ ତୋଳା ସାମ୍ବର ଲବଣ, ଏକ ତୋଳା କାଚଲବଣ, ଏକ ତୋଳା ବିଟଲବଣ, 6 ମଶା ଶୁଣ୍ଠି 6 ମଶା ମରିଚ, 6 ମଶା ପିପଳୀ, ଏକ ତୋଳା ହେଙ୍ଗୁ, ଶୋଧିତ ପାରା, ଗନ୍ଧକ ଓ ମହୁରା ଏକ ତୋଳା— ଲେଖାଏଁ ଏକତ୍ର ଚୂରି ପାଣିରେ ଖଲି ବରକୋଳି ପରି ଗୋଳା ପ୍ରସ୍ତୁତ କରାଯାଏ (ହି. ଶ)] — [ଦ୍ର—ଗୋଟିଏ ବଡ ଶଙ୍ଖକୁ ପୋଡ଼ି1012ଟି ଲେମ୍ବୁ ରସରେ ଏହାକୁ ଥଣ୍ଡା କରାଯାଏ ଏହି ଶଙ୍ଖର ଚୂର୍ଣ୍ଣରେ ଏକ ତୋଳା ତେନ୍ତୁଳିକ୍ଷାର,5ତୋଳା ସରଳ ଲବଣ, ଏକ ତୋଳା ସେନ୍ଧବ, ଏକ ତୋଳା ସାମ୍ବର ଲବଣ, ଏକ ତୋଳା କାଚଲବଣ, ଏକ ତୋଳା ବିଟଲବଣ,6ମଶା ଶୁଣ୍ଠି6ମଶା ମରିଚ,6ମଶା ପିପଳୀ, ଏକ ତୋଳା ହେଙ୍ଗୁ, ଶୋଧିତ ପାରା, ଗନ୍ଧକ ଓ ମହୁରା ଏକ ତୋଳା— ଲେଖାଏଁ ଏକତ୍ର ଚୂରି ପାଣିରେ ଖଲି ବରକୋଳି ପରି ଗୋଳା ପ୍ରସ୍ତୁତ କରାଯାଏ (ହି. ଶ)]