ଶଙ୍ଖଦାବ Ṡaṅkhadrāba

  • ସଂ. ବି (ବୈଦ୍ଯକ) — ଏକପ୍ରକାର ଅର୍କ, ଯହିଁରେ ଶଙ୍ଖ ମିଳେଇ ଯାଏ (ହି. ଶ) — A kind of acid which dissolves conch shell
  • ସଂ. ବି (ବୈଦ୍ଯକ) — [ଦ୍ର—ଅଧସେର ହୀରାକଷ, ଏକସେର ଲାହୋରୀ ଫିଟିକିରୀ, ଏକସେର ସୈନ୍ଧବଲୁଣ, ଏକସେର ସୋରାକୁ ଚୂର୍ଣ୍ଣ କରି କୁଟି କରି ଏଥିରୁ ରସ ବାହାର କରାଯାଏ। ଏଥିର ସେବନରେ ଶୂଳ, ଗୁଳ୍ମ, ଅର୍ଶଃ, ପ୍ଳୀହା, ଉଦରରୋଗ, ଅଜୀର୍ଣ୍ଣ ଓ ବାତରୋଗ ଦୂର ହୁଏ। ଏହାକୁ କାଚ ବା ଚିନିମାଟି ଶିଶିରେ ରଖିବାକୁ ହୁଏ। ଏହାକୁ ସେବନ କରିବାବେଳେ ମୁହଁରେ ଘିଅ ଲଗାଇବା ଦରକାର। ନଚେତ୍ ଜିଭର ଓ ଦାନ୍ତର ହାନିହୁଏ—ହି. ଶ।]
  • ସଂ. ବିଣ — ଯହିଁରେ ଶଙ୍ଖ ମିଳାଇଯାଏ (ହି. ଶ) (କୌଣସି ରସ ବା ସାର) — (a juice or liquid) (Able to dissolve conch shell