ଶଙ୍ଖଜୀରା Ṡaṅkhajīrā

  • ସଂ. ବି (ତୁଳ. ଫ. ସଙ୍ଗ୍ଜରାହତ୍) — ଏକ ପ୍ରକାର ଧଳା ଚିକ୍କଣ ପଥର, ଯହିଁର ଚୂର୍ଣ୍ଣ ଘାଆ ପୂରିବା ପାଇଁ ଔଷଧ ରୂପେ ବ୍ଯବହୃତ ହୁଏ — A kind of white smooth stone, the powder of which is used for healing sores; pumice stone
  • ସଂ. ବି (ତୁଳ. ଫ. ସଙ୍ଗ୍ଜରାହତ୍) — [ଦ୍ର—ହିନ୍ଦୀ ଶବ୍ଦସାଗର ଲେଖିଅଛନ୍ତି ଯେ ଏ ଶବ୍ଦ ଫା. ସଙ୍ଗ୍ଜରାହତ୍ର ସଂସ୍କୃତରୂପେ। ଏଥିରେ ମୂର୍ତ୍ତି ଆଦି ତିଆରି ହୁଏ। ଏହା ପାଣିରେ ବତୁରିଲେ ଫୁଲିଯାଏ ଓ ଶୁଖିଲେ କଡ଼ା ହୁଏ। ଏହା ମୂର୍ତ୍ତି ଆଦିର ତିଆରି କରିବାରେ ବ୍ଯବହୃତ ହୁଏ। ହି. ଶ]