ଶଙ୍ଖଚୁଡ଼ Ṡaṅkhachuṟḍ̠a
- ଦେ. ବି.—(ସଂ. ଶଙ୍ଖଚୂଡ଼) — ଅହିରାଜ ସର୍ପ — A species of asp; Naja Bungarus
- ଦେ. ବି.—(ସଂ. ଶଙ୍ଖଚୂଡ଼) — [ଦ୍ର—ଶଙ୍ଖଚୂଡ଼ ଶୁକ୍ଳ ଫଣା ବିଶିଷ୍ଟ ନାଗ— ଜାତୀୟ ବିଷଧର ସର୍ପ ବିଶେଷ। ଏହାର ଲମ୍ବ 8 ହାତଠାରୁ 10 ହାତ ପର୍ଯ୍ୟନ୍ତ ହେବାର ଦେଖାଯାଏ; ଫଣା ନାଗ ସାପର ଫଣାଠାରୁ ଟିକିଏ ଛୋଟ।] — [ଦ୍ର—ଶଙ୍ଖଚୂଡ଼ ଶୁକ୍ଳ ଫଣା ବିଶିଷ୍ଟ ନାଗ— ଜାତୀୟ ବିଷଧର ସର୍ପ ବିଶେଷ ଏହାର ଲମ୍ବ8ହାତଠାରୁ10ହାତ ପର୍ଯ୍ୟନ୍ତ ହେବାର ଦେଖାଯାଏ; ଫଣା ନାଗ ସାପର ଫଣାଠାରୁ ଟିକିଏ ଛୋଟ]
- ଦେ. ବି.—(ସଂ. ଶଙ୍ଖଚୂଡ଼) — ଏକ ପ୍ରକାର ସାମୁଦ୍ରିକ ସାପ, ଶୁକ୍ଳ ଫଣା ବିଶିଷ୍ଟ ସମୁଦ୍ରଜୀବୀ ସର୍ପ ବିଶେଷ — A species of sea snakes