ଶଙ୍ଖଚରୀ Ṡaṅkhacharī
- ସଂ. ବି—(ଶଙ୍ଖ=ଲଲାଟ+ଚର ଧାତୁ+କର୍ତ୍ତୃ. ଅ+ଈ; ଚର୍ଚ୍ଚ ଧାତୁ+କର୍ତ୍ତୃ. ଈ) — ଲଲାଟିକା (ଦେଖ) — Lalāṭikā (See)
- ସଂ. ବି—(ଶଙ୍ଖ=ଲଲାଟ+ଚର ଧାତୁ+କର୍ତ୍ତୃ. ଅ+ଈ; ଚର୍ଚ୍ଚ ଧାତୁ+କର୍ତ୍ତୃ. ଈ) — ଭାଲ; ଲଲାଟ (ହି. ଶ) — Brow
- ସଂ. ବି—(ଶଙ୍ଖ=ଲଲାଟ+ଚର ଧାତୁ+କର୍ତ୍ତୃ. ଅ+ଈ; ଚର୍ଚ୍ଚ ଧାତୁ+କର୍ତ୍ତୃ. ଈ) — ଚନ୍ଦନଦ୍ୱାରା ଲାଲଟରେ ଅଙ୍କିତ ଚିହ୍ନ — A mark on the forehead made with sandal (Apte)