ଶଙ୍ଖ ସାରୁ Ṡaṅkha sāru
- ଦେ. ବି—(ସଂ. ଶଙ୍ଖକନ୍ଦ; ଶଙ୍ଖର ଆକୃତି ପରି ଏହାର ଆକୃତି ଥିବାରୁ) ଏକ ପ୍ରକାର ସାରୁ — A species of arum Arum Indicum; Alocacia Indica
- ଦେ. ବି—(ସଂ. ଶଙ୍ଖକନ୍ଦ; ଶଙ୍ଖର ଆକୃତି ପରି ଏହାର ଆକୃତି ଥିବାରୁ) [ଦ୍ର—ଏହାର ମୂଳ ଲମ୍ବ ଓ ଏହା ସାମାନ୍ୟ ମିଷ୍ଟ, ମାଣସାରୁ ଜାତୀୟ ଏଥିର ଚାଷ କରାଯାଏ ଓ ଏହାର ଗଛ ସାରୁ ଗଛପରି।]
- ଦେ. ବି—(ସଂ. ଶଙ୍ଖକନ୍ଦ; ଶଙ୍ଖର ଆକୃତି ପରି ଏହାର ଆକୃତି ଥିବାରୁ) ଏକପ୍ରକାର ଆଳୁ; ମିଠା ଆଳୁ; ଚିନି ବା ଚେଣି ଆଳୁ — Pachyrhizus Angulatus
- ଦେ. ବି—(ସଂ. ଶଙ୍ଖକନ୍ଦ; ଶଙ୍ଖର ଆକୃତି ପରି ଏହାର ଆକୃତି ଥିବାରୁ) [ଦ୍ର—ଏହା ଲତାକନ୍ଦ। ଶିମ୍ବ ଲତା ପରି ଏହାର ଲତା ତ୍ରିପର୍ଣ୍ଣ। ଏହି ଆଳୁର ଆକାର ଶଙ୍ଖପରି ଏବଂ ବର୍ଣ୍ଣ ଧଳା। ଏହା ମିଠା ଏବଂ ଏଥିରେ ଜଳ ଭାଗ ଅଧିକ। ସାଧାରଣ ଆଳୁ ପରି ଏଥିରେ ଲାଳ ନ ଥିବା ଓ ଏହା କଞ୍ଚା ଖାଇ ହୁଏ।]