ଶଙ୍ଖ ଲିଖିତ Ṡaṅkha likhita

  • ସଂ. ବିଣ — ନିର୍ଦ୍ଦୋଷ (ହି. ଶ) — Faultless; flawless
  • ସଂ. ବି. ପୁଂ — ନ୍ଯାୟଶୀଳ ରାଜା (ହି. ଶ) — A righteous king
  • ସଂ. ବି. ପୁଂ — ଶଙ୍ଖ ଓ ଲିଖିତ ନାମକ ଦୁଇ ଋଷି, ଯେଉଁମାନେ ମିଳି କରି ଗୋଟିଏ ସ୍ମୃତିଗ୍ରନ୍ଥସଙ୍କଳନ କରିଥିଲେ — Ṡaṅkha and Likhita, two sages, the joint authors of a treatise on Hindu law
  • ସଂ. ବି. ପୁଂ — ଶଙ୍ଖ ଓ ଲିଖିତଙ୍କ ସଙ୍କଳିତ ସ୍ମୃତିଗ୍ରନ୍ଥ — Title of a treatise on Hindu Law by Sankha and Likhita