ଶଙ୍ଖ ବିଷ Ṡaṅkha bisha
- ସଂ. ବି — ଶଙ୍ଖୁଆ — White arsenic; Arsenicum Album
- ସଂ. ବି — [ଦ୍ର—ଏହା ଏକପ୍ରକାର ଖଣିଜ ସ୍ଥାବର ବିଷ; ଦେଖିବାକୁ ଏହା ଧଳା ଓ ବଡ଼ ବଡ଼ ଦାନାଯୁକ୍ତ। ଟିକି ଟିକି ଭଙ୍ଗା ଶଙ୍ଖଖଣ୍ଡ ପରି ଏହା ଦେଖାଯାଏ। ଏହା ସ୍ୱାଦବିହୀନ, ଉଷ୍ଣବୀର୍ଯ୍ଯ, ତୀକ୍ଷ୍ମ, ଅଗ୍ନିବର୍ଦ୍ଧକ, ପାଚକ, ବଳକାରକ ଓ ଜ୍ୱରନାଶକ। ରତିର 1/24 ଠାରୁ 1/120 ପର୍ଯ୍ୟନ୍ତ ମାତ୍ରାରେ ସାବଧାନତା ସହିତ ଏହାକୁ ଔଷଧରୂପେ ପ୍ରୟୋଗ କରାଯାଏ। ମାତ୍ରା ବଳିପଡ଼ିଲେ ହିକା, ଆକ୍ଷେପ, ଧନୁଷ୍ଟଙ୍କାର, ମୂର୍ଚ୍ଛା, ପ୍ରଳାପ, ଶ୍ୱାସକୃଚ୍ଛ୍ରତା, ଉଦରସ୍ଫୀତ; ପିପାସା, ଦାହ ଓ ଶେଷରେ ମୃତ୍ୟୁ ଘଟାଏ। ଏହାର ବର୍ଣ୍ଣ ଚିନି ପରି ଥିବାରୁ ଓ ଏହା ଚିନିଠାରୁ ବାରି ହେଉ ନ ଥିବାରୁ ଲୋକ ଚିନି ସଙ୍ଗେ ଖାଦ୍ୟରେ ଏହାକୁ ଗୋଳାଇ ଲୋକଙ୍କୁ ଓ ପ୍ରାଣୀଙ୍କୁ ବିଷ ପ୍ରୟୋଗ କରି ମାରିପକାନ୍ତି।] — [ଦ୍ର—ଏହା ଏକପ୍ରକାର ଖଣିଜ ସ୍ଥାବର ବିଷ; ଦେଖିବାକୁ ଏହା ଧଳା ଓ ବଡ଼ ବଡ଼ ଦାନାଯୁକ୍ତ ଟିକି ଟିକି ଭଙ୍ଗା ଶଙ୍ଖଖଣ୍ଡ ପରି ଏହା ଦେଖାଯାଏ ଏହା ସ୍ୱାଦବିହୀନ, ଉଷ୍ଣବୀର୍ଯ୍ଯ, ତୀକ୍ଷ୍ମ, ଅଗ୍ନିବର୍ଦ୍ଧକ, ପାଚକ, ବଳକାରକ ଓ ଜ୍ୱରନାଶକ ରତିର1/24ଠାରୁ1/120ପର୍ଯ୍ୟନ୍ତ ମାତ୍ରାରେ ସାବଧାନତା ସହିତ ଏହାକୁ ଔଷଧରୂପେ ପ୍ରୟୋଗ କରାଯାଏ ମାତ୍ରା ବଳିପଡ଼ିଲେ ହିକା, ଆକ୍ଷେପ, ଧନୁଷ୍ଟଙ୍କାର, ମୂର୍ଚ୍ଛା, ପ୍ରଳାପ, ଶ୍ୱାସକୃଚ୍ଛ୍ରତା, ଉଦରସ୍ଫୀତ; ପିପାସା, ଦାହ ଓ ଶେଷରେ ମୃତ୍ୟୁ ଘଟାଏ ଏହାର ବର୍ଣ୍ଣ ଚିନି ପରି ଥିବାରୁ ଓ ଏହା ଚିନିଠାରୁ ବାରି ହେଉ ନ ଥିବାରୁ ଲୋକ ଚିନି ସଙ୍ଗେ ଖାଦ୍ୟରେ ଏହାକୁ ଗୋଳାଇ ଲୋକଙ୍କୁ ଓ ପ୍ରାଣୀଙ୍କୁ ବିଷ ପ୍ରୟୋଗ କରି ମାରିପକାନ୍ତି]