ଶଙ୍ଖ ବଟୀ Ṡaṅkha baṭī
- ସଂ. ବି — ସଂଗ୍ରହଣୀ, ଶୂଳ, ବାୟୁରୋଗ ଆଦିର ଆରୋଗ୍ୟାର୍ଥ ବ୍ଯବହୃତ ଆୟୁର୍ବେଦିକ ବଟିକା — A kind of medicinal pill prepared from oxide of conch-shell as an antidote against dysentery, colic, wind
- ସଂ. ବି — [ଦ୍ର—ଶଙ୍ଖ ଭସ୍ମ ଏକ ତୋଳା ସଙ୍ଗେ ଯବକ୍ଷାର, ହେଙ୍ଗୁ, ପଞ୍ଚ ଲବଣ, ଶୁଣ୍ଠି, ମରିଚ, ପିପଳୀ, ଶୋଧିତ ମହୁରା, ଶୋଧିତ ପାରା, ଶୋଧିତ ଗନ୍ଧକରକଜ୍ଜଳୀ ପ୍ରତ୍ୟକ 10 ତୋଳା ମିଶାଇ ଲେମ୍ବୁରସରେ ଖଲି ଚଣାପରି ବଟିକା ତିଆରି କରାଯାଏ। ଏ ବଟିକାକୁ ଲବଙ୍ଗ ବତୁରା ପାଣି ସଙ୍ଗେ ସେବନକଲେ ସଂଗ୍ରହଣୀ ଶୂଳ ଓ ବାୟୁରୋଗ ଭଲ ହୁଏ— (ହି. ଶ)] — [ଦ୍ର—ଶଙ୍ଖ ଭସ୍ମ ଏକ ତୋଳା ସଙ୍ଗେ ଯବକ୍ଷାର, ହେଙ୍ଗୁ, ପଞ୍ଚ ଲବଣ, ଶୁଣ୍ଠି, ମରିଚ, ପିପଳୀ, ଶୋଧିତ ମହୁରା, ଶୋଧିତ ପାରା, ଶୋଧିତ ଗନ୍ଧକରକଜ୍ଜଳୀ ପ୍ରତ୍ୟକ10ତୋଳା ମିଶାଇ ଲେମ୍ବୁରସରେ ଖଲି ଚଣାପରି ବଟିକା ତିଆରି କରାଯାଏ ଏ ବଟିକାକୁ ଲବଙ୍ଗ ବତୁରା ପାଣି ସଙ୍ଗେ ସେବନକଲେ ସଂଗ୍ରହଣୀ ଶୂଳ ଓ ବାୟୁରୋଗ ଭଲ ହୁଏ— (ହି. ଶ)]