ଶଙ୍ଖ ଫୁଙ୍କିବା Ṡaṅkha phunkibā

  • ଦେ. କ୍ରି — ଶଙ୍ଖର ପଛ ଛିଦ୍ରକୁ ମୁଖଦ୍ୱାରା ଫୁଙ୍କିବା — To blow a conch shell
  • ଦେ. କ୍ରି — (ଲକ୍ଷଣାର୍ଥ) ବଡ଼ପାଟି କରି ବହୁକ୍ଷଣ ସ୍ୱର କରି କାନ୍ଦିବା — To weep with a loud and continuous tune
  • ଦେ. କ୍ରି — (ଲକ୍ଷଣାର୍ଥ)—ବିବାହାଦି ମଙ୍ଗଳ ଉତ୍ସବରେ ଶଙ୍ଖ ବଜା— ଇବା ଶଙ୍ଖୁଆ ବାଉରି ପରି ଉତ୍ସବର ଆମୋଦ ଅନ୍ୟମାନେ ଭୋଗ କରିବା ଅବସ୍ଥାରେ ଆପେ ନିଷ୍ଫଳ ହୋଇ ଫେରିବା — (figurative) To return without gain from a place where others reap fruit