ଶଙ୍ଖ ପୁର Ṡaṅkha pura

  • ଦେ. ବି. — (ପିଠାରେ ବ୍ଯବହୃତ) ଯେଉଁ ନଡ଼ିଆକୋରାର ପୂରରେ ଅଳ୍ପ ଗୁଡ଼ ଗୋଳିଆ ହୋଇଥିବାରୁ ତାହା (ଶଙ୍ଖପରି) ଧଳା ଦିଶେ — Scraped cocoanut mixed with very little sugar for being put inside sandwich cakes