ଶଙ୍ଖ ପାଳ Ṡaṅkha pāḻa

  • ସଂ. ବି — ସୂର୍ଯ୍ୟ — The sun (Apte)
  • ସଂ. ବି — (ତୁଳ. ଫା. ଶକ୍ର ପାରା)—ଏକପ୍ରକାର ମିଠାଇ ବା ଗଜା (ହି. ଶ.) — A kind of sweet- meat
  • ସଂ. ବି — [ଦ୍ର—ଏହା ଚାରିକୋଣିଆ ହୋଇ ଘିଅରେ ଛଣା ହୋଇ ତିଆରି ହୁଏ। ଏହା ମିଠା ଓ ନିମକୀ, ଦୁଇ ପ୍ରକାର ହୁଏ। ମଇଦାରେ ଘିଅ ମିଶାଇ ପାଣିରେ ବା ଦୁଧରେ ଚକଟି ଏହାକୁ ମୋଟା ରୁଟି ପରି ବେଲି ଛୁରୀଦ୍ୱାରା ଚାରି କୋଣିଆ କରି କଟାଯାଏ। ନିମକୀ କରିବାକୁ ହେଲେ ମଇଦା ସଙ୍ଗେ ଲୁଣ ଓ ଜୁଆଣି ଆଦି ମିଶାଇ ଚକଟା ଯାଏ। ମିଠା କରିବାକୁ ହେଲେ ଘିଅରେ ଛାଣି ଶିରାରେ ପାଗିବାକୁ ହୁଏ। (ହି. ଶ.)।]
  • ସଂ. ବି — ଏକପ୍ରକାର ସାପ (ହି. ଶ.) — A kind of serpent
  • ସଂ. ବି — ଏକ ନାଗର ନାମ (ହି. ଶ.) — Name of a Nāga
  • ସଂ. ବି — କର୍ଦ୍ଦମ ଋଷିଙ୍କ ପୁତ୍ର — Name of a son of sage Karddama