ଶଙ୍କେଇବା Ṡaṅkeibā

  • ଦେ. କ୍ରି (ସଂ. ଶଙ୍କ ଧାତୁ ଣିଚ୍; ଶଙ୍କିବାର ଣିଜନ୍ତ ରୂପ) — ଶଙ୍କିତ କରାଇବା; ଡରାଇବା — To frighten
  • ଦେ. କ୍ରି (ସଂ. ଶଙ୍କ ଧାତୁ ଣିଚ୍; ଶଙ୍କିବାର ଣିଜନ୍ତ ରୂପ) — [ଉ—ଚନ୍ଦ୍ରମା । ମେରୁ ଉପମା ଶଙ୍କାଇବି। ଭଞ୍ଜ. ପ୍ରେମସୁଧାନିଧି।]
  • ଦେ. କ୍ରି (ସଂ. ଶଙ୍କ ଧାତୁ ଣିଚ୍; ଶଙ୍କିବାର ଣିଜନ୍ତ ରୂପ) — ସନ୍ଦିହାନ କରାଇବା; ସନ୍ଦେହ ଜନ୍ମାଇବା — To raise suspicion; to cause doubt