ଶଙ୍କୁ ଯନ୍ତ୍ର Ṡaṅku j̄antra

  • ସଂ. ବି — ସୂର୍ଯ୍ୟଘଟିକା — The sundial
  • ସଂ. ବି — [ଦ୍ର—ଏହି ଘଟିକାର ପଟ୍ଟ ଉପରେ ଖଣ୍ଡିଏ କାଠି (ଶଙ୍କୁ) ଠିଆବାଗରେ ପୋତା ହୋଇଥାଏ ଓ ଉକ୍ତ ଶଙ୍କୁର ଛାଇ ପଟ୍ଟ ଉପରେ ଚିହ୍ନିତ ସ୍ଥାନରେ ପତିତ ହୋଇ ସମୟ ଜ୍ଞାପନ କରେ।]