ଶଙ୍କାନ୍ୱିତ Ṡaṅkānwita

  • ସଂ. ବିଣ. ପୁଂ—(ଶଙ୍କା+ଅନ୍ୱିତ=ଯୁକ୍ତ, 3 ୟା ତତ୍) — ଭୟାନ୍ୱିତ; ଭୀତ; ତ୍ରସ୍ତ — Alarmed; filled with fear
  • ସଂ. ବିଣ. ପୁଂ—(ଶଙ୍କା+ଅନ୍ୱିତ=ଯୁକ୍ତ, 3 ୟା ତତ୍) — ସନ୍ଦିହାନ — Doubting; suspecting