ଶଙ୍କରାଭରଣ Ṡaṅkarābharaṇa
- ଦେ. ବି — ରାଗିଣୀବିଶେଷ — Name of a metre
- ଦେ. ବି — (ରାଗ ତଳେ ନୋଟ୍ ଦେଖ)
- ଦେ. ବି — [ଦ୍ର—ଏହାର ପ୍ରଥମ ପାଦ 14 ଅକ୍ଷର, 2/nmb>ୟ ପାଦ 14 ଅକ୍ଷର, ତୃତୀୟ ପାଦ 8 ଅକ୍ଷର ଓ 4 ର୍ଥ ପାଦ 14 ଅକ୍ଷର ଅଟେ। ଏହା ଆନନ୍ଦଭୈରବୀ ରାଗର ଅନୁରୂପ। ଲାବଣ୍ୟବତୀର ସପ୍ତଦଶ ଛାନ୍ଦ ଏହି ରାଗିଣୀରେ ରଚିତ। ଯାଥ — [ଦ୍ର—ଏହାର ପ୍ରଥମ ପାଦ14ଅକ୍ଷର,2/nmb>ୟ ପାଦ14ଅକ୍ଷର, ତୃତୀୟ ପାଦ8ଅକ୍ଷର ଓ4ର୍ଥ ପାଦ14ଅକ୍ଷର ଅଟେ ଏହା ଆନନ୍ଦଭୈରବୀ ରାଗର ଅନୁରୂପ ଲାବଣ୍ୟବତୀର ସପ୍ତଦଶ ଛାନ୍ଦ ଏହି ରାଗିଣୀରେ ରଚିତ ଯାଥ
- ଦେ. ବି — ବହିତ୍ର ଲାଗିଲା ଯାଇ ସିଂହଳଦ୍ୱୀପରେ ସାଧବଯୁବତୀମାନେ ଅତି ପ୍ରମୋଦରେ ଗଲେ ବହିତ୍ର ବନ୍ଦାଇ ଅର୍ଘ୍ୟସ୍ଥାଳୀମାନେ କରେ ହୁଳହୁଳି ଦେଇ।]
- ସଂ. ବି — ସମ୍ପୂର୍ଣ୍ଣ ଜାତର ଏକପ୍ରକାର ରାଗ — A kind metre
- ସଂ. ବି — [ଦ୍ର—ଏ ନଟନାରାୟଣ ରାଗର ପୁତ୍ର। ଏହା ଗାଇବାର ସମୟ ପ୍ରଭାବ ଓ ମତାନ୍ତରରେ ସାୟଂକାଳରେ 16 ଠାରୁ 20 ଦଣ୍ଡ ପର୍ଯ୍ୟନ୍ତ ସମୟ।] — [ଦ୍ର—ଏ ନଟନାରାୟଣ ରାଗର ପୁତ୍ର ଏହା ଗାଇବାର ସମୟ ପ୍ରଭାବ ଓ ମତାନ୍ତରରେ ସାୟଂକାଳରେ16ଠାରୁ20ଦଣ୍ଡ ପର୍ଯ୍ୟନ୍ତ ସମୟ]