ଶଙ୍କରପାଟିୟା ଭାଲୁ Ṡaṅkarapāṭiyā bhālu

  • ପ୍ରାଦେ. (ଗଡ଼ଜାତ) ବି (ସଂ. ଶଙ୍ଖ) — ଏକ— ପ୍ରକାର ଭାଲୁ — A kind of bear, the skin of whose snout and the fur of whose belly are as white as conch shell
  • ପ୍ରାଦେ. (ଗଡ଼ଜାତ) ବି (ସଂ. ଶଙ୍ଖ) — (ଦ୍ର—ଏମାନଙ୍କ ମୁହଁର ବା ଥୋଡ଼ିର ଚମ ଓ ପେଟର ଲୋମ ଶଙ୍ଖ ପରି ଧଳା ଦିଶେ।)