ଶଙ୍କର ପାଲା Ṡaṅkara pālā

  • ପ୍ରାଦେ. (ଯାଜପୁର) ବି. — ସତ୍ୟନାରାୟଣ ପୂଜାରେ ନୈବେଦ୍ୟ ଉଦ୍ଦେଶ୍ୟରେ ଘିଅରେ ଛଣା ହୋଇ ପ୍ରସ୍ତୁତ ହୋଇଥିବା ମିଷ୍ଟାନ୍ନ ଗୁଟିକା ବିଶେଷ — A ball of flour kneaded and fried in ghee, and meant to be offered at the worship of Satya nārāyaṇa