ଶଙ୍କର ଚୂଡ଼ Ṡaṅkara chūṟḍ̠a

  • ସଂ. ବି — ବିଷଧର ସର୍ପ ବିଶେଷ — A kind of poisonous snake
  • ସଂ. ବି — [ଦ୍ର—ଏହା ଲମ୍ବାରେ 9 । 10 ହାତ ହୁଏ। ଏହାର ବିଷ ଦାନ୍ତ ବଡ଼ ଓ ଏହାର ଦଂଶନ ସାଂଘାତିକ। ବଙ୍ଗଦେଶର ସୁନ୍ଦର ବଣରେ କେବଳ ଏ ସର୍ପ ଦେଖା ଯାଆନ୍ତି। ଏହାକୁ ଧରିବା ବଡ଼ କଷ୍ଟକର (ହି. ଶ). — [ଦ୍ର—ଏହା ଲମ୍ବାରେ910ହାତ ହୁଏ ଏହାର ବିଷ ଦାନ୍ତ ବଡ଼ ଓ ଏହାର ଦଂଶନ ସାଂଘାତିକ ବଙ୍ଗଦେଶର ସୁନ୍ଦର ବଣରେ କେବଳ ଏ ସର୍ପ ଦେଖା ଯାଆନ୍ତି ଏହାକୁ ଧରିବା ବଡ଼ କଷ୍ଟକର (ହି. ଶ)