ଶଗଡ଼ କଟେଇବା Ṡagaṟḍ̠a kaṭeibā
- ଦେ. କ୍ରି. — ବିପରୀତ ଦିଗରୁ ଆସୁଥିବା ଶଗଡ ଆଦି ସଙ୍ଗେ ଧକ୍କା ନ ଲାଗିବା ଉଦ୍ଦେଶ୍ୟରେ ଶଗଡ଼ର ବଳଦଙ୍କୁ ନିୟନ୍ତ୍ରିତ କରି ଶଗଡ଼କୁ ଏକପାଖିଆ କରାଇବା — To cause a carts to swerve to one side, so as not to collide with another cart or conveyance coming from the opposite dircetion