ଶଗଡ଼ ଅଡ଼ାଇବା Ṡagaṟḍ̠a aṟḍ̠āibā

  • ଦେ. କ୍ରି. — ଗାଡ଼ି ଚଲେଇବା — To drive a cart
  • ଦେ. କ୍ରି. — [ଦ୍ର—ଶଗଡ଼ିଆ ଶଗଡକୁ ଅଡାଏ ନାହିଁ; ଶଗଡରେ ଯୋଚା ହୋଇଥିବା ବଳଦଙ୍କୁ ଅଡ଼ାଏ।]