ଶଗଡ଼ ଅଣ୍ଟେଇବା Ṡagaṟḍ̠a aṇṭeibā

  • ଦେ. କ୍ରି — କାଦୁଅରେ ବା ବାଲିରେ ବଳଦ ଟାଣି ପାରୁ ନ ଥିବା ଶଗଡ଼ର ଦଣ୍ଡା ପାଖରେ ମନୁଷ୍ୟ ହାତ ଓ ଅଣ୍ଟାଦ୍ୱାରା ବଳ ପ୍ରୟୋଗ କରିବା — To push a heavily laden cart (which the bullocks are drawing with difficulty through sand or mud) with one's hands and waist to accelerate its movement