ଶକ୍ରାହ୍ୱ Ṡakrāhwa

  • ସଂ. ବି — ଇନ୍ଦ୍ରଯବ; ପିତାକୋରୁଆ ଗଛର ମଞ୍ଜି — The seeds of Hollarhena Antidysentrica
  • ସଂ. ବି — କୁଟଜ ବୃକ୍ଷ — The above plant