ଶକ୍ରାସନ Ṡakrāsana

  • ସଂ. ବି ( 6 ଷ୍ଠୀ ତତ୍) — ଇନ୍ଦ୍ରଙ୍କ ଆସନ — The seat of Indra
  • ସଂ. ବି ( 6 ଷ୍ଠୀ ତତ୍) — ସିଂହାସନ (ହି. ଶ) — Throne