ଶକ୍ରାଶନ Ṡakrāṡana

  • ସଂ. ବି (ଶକ୍ର+ଅଶନ=ଭକ୍ଷଣୀୟ ପଦାର୍ଥ) — କୁଟଜ ବୃକ୍ଷ; ପିତାକୋରୁଆଁ ଗଛ — Hollarhena Antidysenterica plant
  • ସଂ. ବି (ଶକ୍ର+ଅଶନ=ଭକ୍ଷଣୀୟ ପଦାର୍ଥ) — ସିଦ୍ଧି; ପତି; ଗଞ୍ଜାଇ ଗଛର ପତ୍ର — The leaves of the Indian hemp (an intoxicant)
  • ସଂ. ବି (ଶକ୍ର+ଅଶନ=ଭକ୍ଷଣୀୟ ପଦାର୍ଥ) — ବିଜୟା; ଭାଙ୍ଗ (ହି. ଶ) — A drink made with the leaves of Indian hemp
  • ସଂ. ବି (ଶକ୍ର+ଅଶନ=ଭକ୍ଷଣୀୟ ପଦାର୍ଥ) — [ଦ୍ର—ଏହା ଇନ୍ଦ୍ରଙ୍କ ଭକ୍ଷଣୀୟ ପଦାର୍ଥ। ରାବଣ ସହିତ ଯୁଦ୍ଧରେ ଯେଉଁ ବାନର— ସେନାମାନେ ନିହତ ହୋଇଥିଲେ, ସେମାନଙ୍କୁ ଅମୃତ ସେଚନଦ୍ୱାରା ବଞ୍ଚାଇବାବେଳେ ସେମାନଙ୍କ ଶରୀରରେ ପତିତ ଅମୃତବିନ୍ଦୁର ଛିଟାରୁ ଗଞ୍ଜାଇ ଗଛ ଉତ୍ପନ୍ନ ହୋଇଥିବା ପ୍ରସିଦ୍ଧ ଅଛି।]