ଶକ୍ରାରି Ṡakrāri
- ସଂ. ବି (ଶକ୍ରଙ୍କ ଅରି=ଶତ୍ରୁ; 6 ଷ୍ଠୀ ତତ୍) — ଇନ୍ଦ୍ରଙ୍କ ଶତ୍ରୁ — Enemy of Indra
- ସଂ. ବି (ଶକ୍ରଙ୍କ ଅରି=ଶତ୍ରୁ; 6 ଷ୍ଠୀ ତତ୍) — ଇନ୍ଦ୍ରଜିତ୍ — Indrajit, the son of Rābaṅa
- ସଂ. ବି (ଶକ୍ରଙ୍କ ଅରି=ଶତ୍ରୁ; 6 ଷ୍ଠୀ ତତ୍) — [ଉ—ନିଷାଦ ଅସହଣ ନିଶେ ହସ୍ତ ଭରିଣ ଶକ୍ରାରି ଝମକି କୃପାଣ—ଭଞ୍ଜ. ବୈଦେହୀଶବିଳାସ।]