ଶକ୍ରଶିରଃ Ṡakraṡiraḥ

  • ସଂ. ବି — ବଲ୍ମୀକ; ଉଇହୁଙ୍କା — Ant-hill
  • ସଂ. ବି — [ଦ୍ର— ତୁଳନା କର ମେଘଦୂତର ଶ୍ଳୋକ, ବଲ୍ମୀକାଗ୍ରାତ୍ ପ୍ରଭାବତି ଧନୁଃ ଖଣ୍ଡମାଖଣ୍ଡଳସ୍ୟ=ଇନ୍ଦ୍ରଧନୁ ହୁଙ୍କା ଅଗରୁ ବାହାରୁଅଛି।]