ଶକ୍ରପୁଷ୍ପା Ṡakrapushpā

  • ସଂ. ବି (ଶକ୍ର+ପୁଷ୍ପ+ଇନ୍;+ଆ) — ଲାଙ୍ଗଳୀ; ଲହ ଲାଙ୍ଗୁଳିଆ ନାମକ ଲତା; ଅଗ୍ନିଶିଖା — Wolfsbane; Aconitum Napellus; Gloriosa Superba; Menispermum Cordifolium
  • ସଂ. ବି (ଶକ୍ର+ପୁଷ୍ପ+ଇନ୍;+ଆ) — ନାଗଦମନୀ (ହି. ଶ) — Indian wormwood