ଶକ୍ତୁ ଫଳା Ṡaktuphaḻā

  • ସଂ. ବି (ଶକ୍ତ=ଶସ୍ୟାଦିର ଚୂର୍ଣ୍ଣ ପରି ଫଳ ଯାହାର— ବହୁବ୍ରୀହି; ଶକ୍ତୁ+ଫଳ+ଅ+ଆ, ସ୍ତ୍ରୀ) — ଶମୀବୃକ୍ଷ; ସାଇଁ ଗଛ — Prosopis Specigera; Acasia Suma; the spung tree
  • ସଂ. ବି (ଶକ୍ତ=ଶସ୍ୟାଦିର ଚୂର୍ଣ୍ଣ ପରି ଫଳ ଯାହାର— ବହୁବ୍ରୀହି; ଶକ୍ତୁ+ଫଳ+ଅ+ଆ, ସ୍ତ୍ରୀ) — [ଦ୍ର—ଏହାର ଛୁଇଁ ମଧ୍ୟରେ ଥିବା ଫଳରେ ଶକ୍ତୁ ବା ଛତୁଆ ପରି ଗୁଣ୍ଡା ଗୁଣ୍ଡା ଈଷତ୍ ମିଷ୍ଟ ମନୁଷ୍ୟର ଖାଦ୍ୟୋପଯୋଗୀ ଦ୍ରବ୍ୟ ଜନ୍ମୁଥିବାରୁ ଏପରି ନାମ ହୋଇଅଛି।]