ଶକ୍ତିମନ୍ତ Ṡaktimanta
- ଦେ. ବିଣ—(ସଂ. ଶକ୍ତିମତ୍) — ଶକ୍ତିଶାଳୀ; କ୍ଷମତାଶାଳୀ — Powerful; energetic
- ଦେ. ବିଣ—(ସଂ. ଶକ୍ତିମତ୍) — [ଉ—ମହାଶକ୍ତିମନ୍ତ ତ ଅଟନ୍ତି ଦାନବେ— କୃଷ୍ଣସିଂହ. ମହାଭାରତ ବନ। 2 । ଧନଶାଳୀ; ଯେଉଁ ବ୍ଯକ୍ତି ଧନ ସାହାଯ୍ୟରେ ନାନା କାର୍ଯ୍ୟ କରିବାକୁ ସମର୍ଥ — [ଉ—ମହାଶକ୍ତିମନ୍ତ ତ ଅଟନ୍ତି ଦାନବେ— କୃଷ୍ଣସିଂହ. ମହାଭାରତ ବନ2 ଧନଶାଳୀ; ଯେଉଁ ବ୍ଯକ୍ତି ଧନ ସାହାଯ୍ୟରେ ନାନା କାର୍ଯ୍ୟ କରିବାକୁ ସମର୍ଥ— 2. Rich (person); capable of performing many works with the help of money