ଶକ୍ତିମତ୍ Ṡaktimat

  • ସଂ. ବିଣ—(ଶକ୍ତି+ ଅଛି ଅର୍ଥରେ ମତ୍) — କାର୍ଯ୍ୟଦକ୍ଷ — Competent
  • ସଂ. ବିଣ—(ଶକ୍ତି+ ଅଛି ଅର୍ଥରେ ମତ୍) — ବଳବତ୍; କ୍ଷମତାଶାଳୀ; ଯାହାର ଶକ୍ତି ଅଛି — Potential; powerful; energetic