ଶକ୍ତିମତ୍ତ୍ୱ Ṡaktimattwa

  • ସଂ. ବି—(ଶକ୍ତିମତ୍+ଭାବାର୍ଥେ ତା) — କାର୍ଯ୍ୟଦକ୍ଷତା — Competence
  • ସଂ. ବି—(ଶକ୍ତିମତ୍+ଭାବାର୍ଥେ ତା) — ଶକ୍ତିଶାଳିତା — The state or condition of being powerful; potentiality