ଶକ୍ତିଧର Ṡaktidhara
- ସଂ. ବିଣ. ପୁଂ—(ଶକ୍ତି+ଧୃ ଧାତୁ+କର୍ତ୍ତୃ. ଅ) — ଶକ୍ତିନାମକ ଅସ୍ତ୍ରଧାରୀ — Armed with the weapon Ṡakti
- ସଂ. ବିଣ. ପୁଂ—(ଶକ୍ତି+ଧୃ ଧାତୁ+କର୍ତ୍ତୃ. ଅ) — ଶକ୍ତିଶାଳୀ — Powerful
- ସଂ. ବି. ପୁଂ — କାର୍ତ୍ତିକେୟ — Kārtikeya, the son of Ṡiba
- ସଂ. ବି. ପୁଂ — ଶିବ; ମହାଦେବ — Ṡiba