ଶକ୍ତି ଶେଳ Ṡakti ṡeḻa
- ଦେ. ବି — ଶକ୍ତିଭେଦ (ଦେଖ) (ଶକ୍ତିଙ୍କ ଦ୍ୱାରା ପ୍ରଦତ୍ତ ଶେଳ 'ଶେଳ' ସଂସ୍କୃତ ଶଲ୍ୟ ବା ଶୂଳ ଶବ୍ଦଜ ମଧ୍ୟପଦ ଲୋପୀ; ବା ଶକ୍ତିରୂପକ ଶେଳ, ରୂପକ କର୍ମ— ଧାରୟ)—ରାବଣ ପୁତ୍ର ଇନ୍ଦ୍ରଜିତକୁ ଦୁର୍ଗାଙ୍କ ପ୍ରଦାନ କରିଥିବା ଶକ୍ତି ନାମକ ଅସ୍ତ୍ର ବା ବାଣ।
- ଦେ. ବି — [ଦ୍ର—ଏହାକୁ ଇନ୍ଦ୍ରଜିତ ଲକ୍ଷ୍ମଣଙ୍କ ଉପରକୁ ନିକ୍ଷେପ କରିବାରୁ ତାଙ୍କର ଶକ୍ତିଭେଦ ହୋଇଥିଲା।] — The very powerful shaft or dart or weapon given by Goddess Durgā to Rābaṇa's son Indrajit which he threw at Laksmana and which pierced his heart and made him swoon