ଶକ୍ତି ଭୃତ୍ Ṡakti bhṛut

  • ସଂ. ବିଣ. ପୁଂ—(ଶକ୍ତି+ଭୃ ଧାତୁ+କର୍ତ୍ତୃ. କ୍ୱିପ୍) ଶକ୍ତିଶାଳୀ — Powerful; energetic
  • ବି — ଦେବତାଙ୍କ ସେନାପତି କାର୍ତ୍ତିକେୟ — Kārttikeya the commander-in-chief of the forces of the Gods