ଶକ୍ତି ପୂଜା Ṡakti pūjā

  • ସଂ. ବି ( 6 ଷ୍ଠୀ ତତ୍) ଦୁର୍ଗାଦେବୀଙ୍କର ପୂଜା — Worship of Goddess Durgā
  • ସଂ. ବି ( 6 ଷ୍ଠୀ ତତ୍) ତାନ୍ତ୍ରିକମତରେ କାଳୀ ଓ ଚଣ୍ଡୀଆଦି ଠାକୁରାଣୀଙ୍କ ପୂଜା (ତନ୍ତ୍ର ଦେଖ) — Worship of Deity Durgā according to Tantric rites