ଶକୁଳାକ୍ଷ Ṡakuḻaksha
- ସଂ. ବି—(ଶକୁଳ+ଅକ୍ଷି; ଶେଉଳମାଛ ପରି ଆଖି ଯାହାର) — ଶ୍ୱେତ ଦୂର୍ବା; ଧଳା ଦୂବ; ଛେତ ଦୂବ — Creeping cynodon
- ସଂ. ବି—(ଶକୁଳ+ଅକ୍ଷି; ଶେଉଳମାଛ ପରି ଆଖି ଯାହାର) — [ଦ୍ର—ଏହାର ଚେର ଗୋରୁମାନଙ୍କ ପକ୍ଷରେ ଅତ୍ୟନ୍ତ ଉପକାରୀ, ଏବଂ ପୃଷ୍ଟିକର। ଏହା କଷାୟ ତିକ୍ତ ମଧୁର ରସ, ବ୍ରଣନାଶକ, ତେଜୋବର୍ଦ୍ଧକ ଓ ଶୀତବୀର୍ଯ୍ଯ। ଏହା ବିସପି, ରକ୍ତଦୋଷ, ପିତ୍ତ, କଫ, ତୃଷ୍ଣା ଓ ଦାହନାଶକ।]