ଶକର କନ୍ଦ Ṡakara kanda

  • ଦେ. ବି (ସଂ. ଶର୍କର+କନ୍ଦ) — ଏକପ୍ରକାର ମିଠା ମୂଳ; ଗୟା ଆଳୁ — A kind of sweet edible root; cassava; tapioca; Manihot Utilissema
  • ଦେ. ବି (ସଂ. ଶର୍କର+କନ୍ଦ) — [ଦ୍ର—ଏହାର ମୂଳ ମିଠା ଓ ଖାଦ୍ୟରୂପେ ବ୍ଯବହୃତ ହୁଏ। ଏହା ଆଳୁ ପରି ଲତା ନୁହେଁ; ପତ୍ରସିଝୁ ପରି ଏହା ଏକଜାତୀୟ ଗଛ ଓ ଏହାର ପତ୍ର ଶିମିଳିପତ୍ର ପରି। ଏହାର ମୂଳ ଧଳା ଓ ଏହାକୁ କଞ୍ଚା ଖିଆଯାଏ। ଏହାର ମୂଳକୁ ଶୁଖାଇ କୁଟି ଏକପ୍ରକାର ସୁଖାଦ୍ୟ ମଇଦା ତିଆରି କରାଯାଏ।]
  • ଦେ. ବି (ସଂ. ଶର୍କର+କନ୍ଦ) — କନ୍ଦମୂଳ ନାମକ ଲତା କନ୍ଦ; ମିଠା ଆଳୁ — A species of sweet patalo; Ipomoea Batatas
  • ଦେ. ବି (ସଂ. ଶର୍କର+କନ୍ଦ) — [ଦ୍ର—ଏହା ଲତାର ମୂଳ; କଞ୍ଚା ଖାଇ ହୁଏ ନାହିଁ। ଏଥିରେ ଶତକରା ଦଶବାର ଭାଗ ଶର୍କରା ଥାଏ। ଏହା ଦୁଇ ବର୍ଣ୍ଣର, ଧଳା ଓ ନାଲି।]
  • ପ୍ରାଦେ. (ବସ୍ତର) ବି (ସଂ. ଶର୍କରା+ କନ୍ଦ) — କନ୍ଦ; ନବାତ — Sugar