ଶକଟିକା Ṡakaṭikā

  • ସଂ. ବି. ସ୍ତ୍ରୀ (ଶକଟ+କ+ଆ) — ମୃଚ୍ଛକଟିକା; ପିଲାଙ୍କ ଖେଳିବାର ଗାଡ଼ି — Joy-cart
  • ସଂ. ବି. ସ୍ତ୍ରୀ (ଶକଟ+କ+ଆ) — ଛୋଟ ଶକଟ — A small cart