ଶକଟାର Ṡakaṭāra

  • ସଂ. ବି (ନାମ) — ସଂସ୍କୃତ ମୁଦ୍ରାରାକ୍ଷସ ନାଟକ ବର୍ଣ୍ଣିତ ରାଜା ମହାନନ୍ଦଙ୍କ ପ୍ରଧାନ ମନ୍ତ୍ରୀ — Name of the Prime minister of Raja Mahānanda of the Sanscrit drama Mudrā Rākshasa
  • ସଂ. ବି (ନାମ) — [ଦ୍ର—ରାଜଙ୍କ ପ୍ରଦତ୍ତ ଅପମାନର ପ୍ରତିଶୋଧ ନେବାପାଇଁ ଏ ଚାଣକ୍ୟଙ୍କ ସଙ୍ଗେ ମିଳି ଷଡ଼ଯନ୍ତ୍ର କରି ନନ୍ଦରାଜବଂଶର ଉଚ୍ଛେଦ ସାଧନ କରି ଚନ୍ଦ୍ରଗୁପ୍ତଙ୍କୁ ରାଜା କରାଇଥିଲେ।]