ଶକଟା Ṡakaṭā

  • ସଂ. ବି — ନନ୍ଦରାଜାଙ୍କ ମନ୍ତ୍ରୀ; ଶକଟାର (ଦେଖ) — Name of the minister of king Nanda
  • ସଂ. ବି — (ଶକଟାର ଓ ଚନ୍ଦ୍ରଗୁପ୍ତ ଦେଖ)
  • ଦେ. ବି—(ସଂ. ଶକଟ; ଏଥିରେ ଶକଟର ଚିତ୍ରଯୁକକ୍ତ ପଟ ଥିବାରୁ) — ଏକପ୍ରକାର ଦ୍ୟୂତ କ୍ରୀଡ଼ା — A kind of country card game
  • ଦେ. ବି—(ସଂ. ଶକଟ; ଏଥିରେ ଶକଟର ଚିତ୍ରଯୁକକ୍ତ ପଟ ଥିବାରୁ) — [ଉ—ଖେଳାଇଲା ପଶା ଶକଟା ନିରନ୍ତରେ। କୃଷ୍ଣସିଂହ. ମହାଭାରତ. ବନ।]
  • ଦେ. ବି—(ସଂ. ଶକଟ; ଏଥିରେ ଶକଟର ଚିତ୍ରଯୁକକ୍ତ ପଟ ଥିବାରୁ) — [ଦ୍ର—ଏଥିରେ ତାସ୍ ଓ ଗଞ୍ଜପାପରି ଚିତ୍ରପଟମାନଙ୍କକ ଦ୍ୱାରା ଖେଳ ହୁଏ; ବାଜି ରଖାଯାଏ।]
  • ପ୍ରାଦେ (ଗଡ଼ାଜାତ) ବି — ପାଳୁଅ ବା ହଳଦୀ ଜାତୀୟ ଗୁଳ୍ମ — A shrub resembling Pāḻua or turmeric
  • ପ୍ରାଦେ (ଗଡ଼ାଜାତ) ବି — [ଦ୍ର—ଏହାର ମୂଳକୁ ଘୋରି ପାଳୁଅ ସଙ୍ଗେ ମିଶାନ୍ତି। ଖାଇବାକୁ ଏହା କଷା ଲାଗେ।]