ଶକଟବାହ୍ୟ Ṡakaṭabāhya

  • ସଂ. ବିଣ (ଶକଟ ଦ୍ୱାରା ବାହ୍ୟ— 3 ୟା ତତ୍) — ଶଗଡ଼ ଦ୍ୱାରା ବୁହାଯିବା (ପଦାର୍ଥ); ଶକଟଦ୍ୱାରା ବହନ— ଯୋଗ୍ୟ (ଦ୍ରବ୍ୟ) — (thing) Which can be carried or removed by a cart