ଶଂସ୍ତା Ṡaṁstā

  • ସଂ. ବି. ପୁଂ—(ଶଂସ୍ ଧାତୁ+କର୍ତ୍ତୃ. ତୃ; ଶଂସ୍ତୃ ଶବ୍ଦର 1 ମା. 1 ବ.) — ସ୍ତୋତା; ସ୍ତୁତିପାଠକ — An eulogist; a panegyrist
  • ସଂ. ବି. ପୁଂ—(ଶଂସ୍ ଧାତୁ+କର୍ତ୍ତୃ. ତୃ; ଶଂସ୍ତୃ ଶବ୍ଦର 1 ମା. 1 ବ.) — ସ୍ତାବକ; ଖୋସାମତିଆ; ଚାଟୁକାର — Flatterer
  • ସଂ. ବି. ପୁଂ—(ଶଂସ୍ ଧାତୁ+କର୍ତ୍ତୃ. ତୃ; ଶଂସ୍ତୃ ଶବ୍ଦର 1 ମା. 1 ବ.) — ହୋତା — A priest officiating at a sacrifice