ଶଂସିତ Ṡaṁsita
- ସଂ. ବିଣ (ଶଂସ ଧାତୁ+କର୍ମ. ତ) — କଥିତ — Spoken
- ସଂ. ବିଣ (ଶଂସ ଧାତୁ+କର୍ମ. ତ) — ସୂଚିତ — Indicated; hinted; prefaced to
- ସଂ. ବିଣ (ଶଂସ ଧାତୁ+କର୍ମ. ତ) — ଅଭିଳଷିତ; ବାଞ୍ଛିତ — Wished for; desired
- ସଂ. ବିଣ (ଶଂସ ଧାତୁ+କର୍ମ. ତ) — ସ୍ତୁତ; ପ୍ରଶଂସିତ — Praised; extolled; applauded
- ସଂ. ବିଣ (ଶଂସ ଧାତୁ+କର୍ମ. ତ) — ନିଶ୍ଚିତ — Certain; assured; sure
- ସଂ. ବିଣ (ଶଂସ ଧାତୁ+କର୍ମ. ତ) — ଅନୁଷ୍ଠିତ; ସମ୍ପାଦିତ — Performed; done; accomplished