ଶଂସ୍ୟ Ṡaṁsya
- ସଂ. ବିଣ—(ଶନ୍ସ୍ ଧାତୁ+କର୍ମ. ଯ) — ବାଞ୍ଛନୀୟ — Desirable wished for
- ସଂ. ବିଣ—(ଶନ୍ସ୍ ଧାତୁ+କର୍ମ. ଯ) — ବାଚ୍ୟ — Expressible; predicable
- ସଂ. ବିଣ—(ଶନ୍ସ୍ ଧାତୁ+କର୍ମ. ଯ) — କଥନୀୟ — Fit to be spoken; utterable
- ସଂ. ବିଣ—(ଶନ୍ସ୍ ଧାତୁ+କର୍ମ. ଯ) — ପ୍ରଶଂସନୀୟ — Commendable; praise worthy
- ସଂ. ବିଣ—(ଶନ୍ସ୍ ଧାତୁ+କର୍ମ. ଯ) — ହିଂସନୀୟ — Fit to be injured
- ସଂ. ବିଣ—(ଶନ୍ସ୍ ଧାତୁ+କର୍ମ. ଯ) — ଗୁଣବାନ୍ — Qualified; virtuous
- ସଂ. ବି — ଅଗ୍ନି (ହି. ଶ.) — Fire