ଲୟସ୍ Layas
- ଦେ. ବି (ସଂ. ଲୟ) — ଲହସ; ଧ୍ୟାନ — Attention
- ଦେ. ବି (ସଂ. ଲୟ) — (ଯଥା—ମୋର ଉକ୍ତ ବିଷୟ ପ୍ରତି ଲୟସ୍ ରହି ପାରିଲା ନାହିଁ)
- ଦେ. ବି (ସଂ. ଲୟ) — (ସଂ. ଲୟ; ତୁଳ. ଫା. ଅୟସ୍)—ଅୟସ; ବିଳାସ; ସୁଖଭୋଗ — Luxury; enjoyment
- ଦେ. ବି (ସଂ. ଲୟ) — (ଯଥା—ସାଆନ୍ତେ ତାଙ୍କ ନାଟୁଆଟୋକାକୁ ଭାରି ଲୟସ୍ରେ ରଖିଅଛନ୍ତି।)