ଲୟ ରହିବା Laya rahibā

  • ଦେ. ବି — କୌଣସି ବିଷୟ ପ୍ରତି ମନୋଯୋଗ ସ୍ଥିର ହୋଇ ରହିବା — Concentration or turning of one's attention to a particular matter
  • ଦେ. ବି — (ଯଥା—ମୋର ଅମୁକ ବିଷୟ ପ୍ରତି ଲୟ ରହିପାରିଲା ନାହିଁ।)