ଲୟ କରିବା Laya karibā

  • ଦେ. କ୍ରି — କୌଣସି ବିଷୟ ପ୍ରତି ଧ୍ୟାନ ବା ମନୋଯୋଗ ଦେବା — To concentrate one's attention to a particular thing
  • ଦେ. କ୍ରି — ଧ୍ୟାନ କରିବା — To contemplate
  • ଦେ. କ୍ରି — ବିନାଶ କରିବା — To destroy