ଲୟ Laya

  • ସଂ. ବି—(ଲୀ ଧାତୁ=ଲୀନ ହେବା; ଅଶ୍ଳିଷ୍ଟ ହେବା+ଭାବ. ଅ) — ଜଳ ଆଦିରେ କୌଣସି ପଦାର୍ଥ ମିଳାଇ ଯିବା — Solution
  • ସଂ. ବି—(ଲୀ ଧାତୁ=ଲୀନ ହେବା; ଅଶ୍ଳିଷ୍ଟ ହେବା+ଭାବ. ଅ) — କୌଣସି ବସ୍ତୁରେ ଲୀନ ହେବା ବା ମିଶି ଯିବା — Being merged in a thing; being dissolved; absorption
  • ସଂ. ବି—(ଲୀ ଧାତୁ=ଲୀନ ହେବା; ଅଶ୍ଳିଷ୍ଟ ହେବା+ଭାବ. ଅ) — ସୃଷ୍ଟିର ପ୍ରଳୟ; ବିନାଶ, ଧ୍ୱଂସ — Extinction; utter ruin; dissolution of the universe; destruction
  • ସଂ. ବି—(ଲୀ ଧାତୁ=ଲୀନ ହେବା; ଅଶ୍ଳିଷ୍ଟ ହେବା+ଭାବ. ଅ) — ସଂଶ୍ଳେଷ — Clinging
  • ସଂ. ବି—(ଲୀ ଧାତୁ=ଲୀନ ହେବା; ଅଶ୍ଳିଷ୍ଟ ହେବା+ଭାବ. ଅ) — ନୃତ୍ୟଗୀତବାଦ୍ୟାଦିର ତାନ ବା ସମାନ ସମୟ; ଗୀତ ସଙ୍ଗେ ବାଦ୍ୟାଦିର ମେଳ — Measured time in music or dance; equality of measure on music; union of vocal and instrumental music
  • ସଂ. ବି—(ଲୀ ଧାତୁ=ଲୀନ ହେବା; ଅଶ୍ଳିଷ୍ଟ ହେବା+ଭାବ. ଅ) — ବିଳାସ; କ୍ରୀଡ଼ା — Sport; play; enjoyment
  • ସଂ. ବି—(ଲୀ ଧାତୁ=ଲୀନ ହେବା; ଅଶ୍ଳିଷ୍ଟ ହେବା+ଭାବ. ଅ) — (+ଅଧି. ଅ) ଆବାସ — Home; habitation; residence
  • ସଂ. ବି—(ଲୀ ଧାତୁ=ଲୀନ ହେବା; ଅଶ୍ଳିଷ୍ଟ ହେବା+ଭାବ. ଅ) — ସୁଖ— ଭୋଗ — Felicity; enjoyment of pleasure
  • ସଂ. ବି—(ଲୀ ଧାତୁ=ଲୀନ ହେବା; ଅଶ୍ଳିଷ୍ଟ ହେବା+ଭାବ. ଅ) — କାଳର ଅବିଚ୍ଛେଦ ଗତି — Continuous passing of time; the speeding away of time
  • ସଂ. ବି—(ଲୀ ଧାତୁ=ଲୀନ ହେବା; ଅଶ୍ଳିଷ୍ଟ ହେବା+ଭାବ. ଅ) — ଈଶ୍ୱର (ଯାହାଙ୍କ ଠାରେ ପ୍ରଳୟକାଳରେ ସୃଷ୍ଟି ଲୀନ ହୁଏ) — God (in whom the creation merges at the time of dissolution.)
  • ସଂ. ବି—(ଲୀ ଧାତୁ=ଲୀନ ହେବା; ଅଶ୍ଳିଷ୍ଟ ହେବା+ଭାବ. ଅ) — ଅଭିନିବେଶ; ଗଭୀର ଅନୁରାଗ — Attention; deep attachment
  • ସଂ. ବି—(ଲୀ ଧାତୁ=ଲୀନ ହେବା; ଅଶ୍ଳିଷ୍ଟ ହେବା+ଭାବ. ଅ) — କୌଣସି ବିଷୟ ପ୍ରତି ଏକାନ୍ତ ଧ୍ୟାନ ବା ମନୋଯୋଗ, ଏକାଗ୍ର ଚିତ୍ତରେ ଧ୍ୟାନ — Concentrated attention to a particular matter; contemplation